ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ ନିଷ୍ପତି | ସୁପ୍ରିମକୋର୍ଟ କହିଛନ୍ତି ଯେ ଚାଷୀମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି। ତେବେ ଆନ୍ଦୋଳନ ଯେଉଁଭଳି ଭାବରେ ହେଉଛି, ଆମେ ନଜର ରଖିଛୁ |ଆନ୍ଦୋଳନର ତରିକା ବଦଳା ଯାଉ ଯେମିତିକି ସାଧାରଣ ଲୋକ ହଇରାଣ ହେବେନି। ଯେ ପର୍ଯ୍ୟନ୍ତ ଧନଜୀବନକୁ ହାନୀ ନପହଞ୍ଚାଇଛି, ସେପର୍ଯ୍ୟନ୍ତ ଆନ୍ଦୋଳନ ସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଆନ୍ଦୋଳନରତ ଚାଷୀମାନଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ଯେ ଏକ ନିରପେକ୍ଷ କମିଟି ଆଶା ରଖୁଛୁ, ଯେମିତି ଉଭୟ ପକ୍ଷ ମତ ରଖିପାରିବେ। ଏଭଳି ଢଙ୍ଗରେ ଏକ ସହରକୁ ଅବରୋଧ କରାଯାଇପାରିବ ନାହିଁ। କେବଳ ଆଲୋଚନା ଦ୍ୱାରା ହିଁ ଉଦ୍ଦେଶ୍ୟ ସାଧନ ହୋଇପାରିବ ବୋଲି କୋର୍ଟ କହିଛନ୍ତି। ଦେଶର ଅନେକ ସ୍ଥାନରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ ଧାରଣାରେ ବସି ରହଛନ୍ତି। ୩ କୃଷି ବିଲ୍କୁ ବିରୋଧ କରି ଲକ୍ଷ ଲକ୍ଷ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେବେ ଏହି ବିଲ୍କୁ ବିରୋଧ କରି ଗତ ୮ତାରିଖରେ ଭାରତ ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ