You are currently viewing ରିପବ୍ଲିକ ଟିଭିର ମୁଖ୍ୟସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ

ରିପବ୍ଲିକ ଟିଭିର ମୁଖ୍ୟସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ

ନୂଆଦିଲ୍ଳୀ, ଇଣ୍ଟେରିୟର ଡିଜାଇନର୍ ଅନ୍‌ଭୟ ନାଏକ ଓ ତାଙ୍କ ମା’ କୁମୁଦ ନାୟକଙ୍କ ମୃତ୍ୟୁ ଘଟଣାରେ ସଂଶ୍ଳିଷ୍ଟ ଥିବା ଦର୍ଶାଇ ମୁମ୍ବାଇର ଆଲିବାଗ ପୁଲିସ ରିପବ୍ଲିକ ଟିଭିର ମୁଖ୍ୟସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି। ଗିରଫ ସମୟରେ ସେ ତାଙ୍କ ବାସଭବନରେ ଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଗୋସ୍ୱାମୀଙ୍କ ବିରୋଧରେ ଆସିଥିବା ଟିଆରପି ଦୁର୍ନୀତର ଯାଞ୍ଚ୍‌ ମଧ୍ୟ କରୁଛି ମୁମ୍ବାଇ ପୁଲିସ୍ । 

ଅନ୍ୟମାନଙ୍କୁ ଜଣାନ୍ତୁ।