You are currently viewing ଆଜି ରାଜ୍ୟରୁ ୨୨୫ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୨୨୫ କରୋନା ପଜିଟିଭ ଚିହ୍ନଟ

ଭୁୁବନେଶ୍ୱର, ଆଜି ରାଜ୍ୟରୁ ୨୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୩୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୯୪ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଗୁଳ ୧୫ ,ବାଲେଶ୍ୱର ୧୪ ,ବରଗଡ଼ ୧୬ ,ଭଦ୍ରକ ୧ , ବଲାଙ୍ଗୀର ୧୬ , ବୌଧ ୧, କଟକ ୩, ଦେଓଗଡ ୫ ,ଗଜପତି ୪ , ଗଞ୍ଜାମ ୧ , ଜଗତସିଂହପୁର ୨ ,ଯାଜପୁର ୫ , ଝାରସୁଗୁଡା ୧୫, କଳାହାଣ୍ଡି ୬ , କନ୍ଧମାଳ ୧ , କେଉଁଝର ୧୧, ଖୋର୍ଦ୍ଧା ୧୫, ମୟୁରଭଞ୍ଜ ୧୦ , ନୟାଗଡ ୨, ନୂଆପଡା ୫, ପୁରୀ ୧୫ ,ରାୟଗଡା ୩, ସମ୍ବଲପୁର ୧୫ ,ସୋନପୁର ୩, ସୁନ୍ଦରଗଡ ୩୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୨୩୩୧, ସୁସ୍ଥ ସଂଖ୍ୟା ୩୨୮୨୭୧ , ସମୁଦାୟ ସକ୍ରିୟ ସଂଖ୍ୟା ୨୧୧୩, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୨୮ ।

ଅନ୍ୟମାନଙ୍କୁ ଜଣାନ୍ତୁ।