ମେକ୍ସିକୋ, ଆମେରିକାର ମେକ୍ସିକୋ ସହରରେ ଦେଖିବାକୁ ମିଳିଛି ବୃହତ ମୂଷା। ଏହି ମୂଷା ଟି ସେଠାକାର ଡ୍ରେନ ରେ ରହିଥିଲା। ସୂଚନା ମୁତାବକ, ଦିନେ ସେଠାକାର ସଫେଇ କର୍ମଚାରୀମାନେ ଏକ ଡ୍ରେନ ସଫା କରୁଥିଲେ। ଅଚାନକ ଗୋଟେ ବୃହତ ଜିନିଷ ଉପରେ ସେମାନଙ୍କ ନଜର ପଡ଼ିଥିଲା। ପରେ ତାକୁ ବାହାର କରି ଦେଖିଲାବେଳକୁ, ସେ ଥିଲା ଏକ ବିଶାଳ ମୂଷା। ତାକୁ ଦେଖି ସମସ୍ତେ ଡରିଯାଇଥିଲେ। କାରଣ ତାର ଉଚ୍ଚତା ମଣିଷଠାରୁ ବି ଥିଲା ଅଧିକ। ପରେ ଭଲଭାବରେ ଦେଖିବାରୁ ଜଣାପଡିଥିଲା ଯେ, ସେଟା ହେଉଛି ଏକ ନକଲି ମୂଷା। ବର୍ଷା ପାଣିରେ ଭାସି ଆସି ଡ୍ରେନ ଭିତରେ ଫସି ଯାଇଛି।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ