କରୋନାରେ ଆକ୍ରାନ୍ତ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ

ମୁମ୍ବାଇ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବା ବିହାର ବିଧାନସଭା ପୋଲ ୨୦୨୦ରେ ବିଜେପିର ପ୍ରଭାରୀ ଥିବା ଦେବେନ୍ଦ୍ର ଫଡନାଭିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ଏନେଇ ସେ ନିଜେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଫଡନାଭିସ ଲେଖିଛନ୍ତି ଯେ, ‘ ମୁଁ କରୋନା ପଜିଟିଭ୍ ହୋଇଛି ଓ ଏବେ ଆଇସୋଲେସନରେ ରହିଛି । ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ନେଉଛି ।’

Leave A Reply

Your email address will not be published.