ପୂର୍ବତ୍ତନ ରାଷ୍ଟ୍ରପତି କରୋନା ଆକ୍ରାନ୍ତ Post published:August 10, 2020 Post category:ତାଜା ଖବର / ଦେଶ-ବିଦେଶ Reading time:1 mins read ଦିଲ୍ଲୀ, ର୍ପୂବତ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା । ତାଙ୍କ କରୋନା ରିପୋର୍ଟ ପଜେଟିଭ୍ ଆସିଥିବା, ସେ ନିଜେ ଟୁଇଟ କରି ଜଣାଇଛନ୍ତି । ତା ସହିତ ତାଙ୍କ ସସ୍ପର୍ଶରେ ୭ ଦିନ ଭିତରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି । ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ମେ’ ୧୬ରେ ହେବ ପିପିଲି ଉପନିର୍ବାଚନ April 22, 2021 ଛୋଟ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା October 12, 2021 ANS SUPERFAST 2@10 January 22, 2022 କଟକରେ ଫାଙ୍କା ଗୁଳି ଚାଳନା , ସୁନା ଅଳଙ୍କାର ସହ ଟଙ୍କା ଲୁଟ୍ September 6, 2023