ଲଣ୍ଡନ୍: ସାଧାରଣତ ଲୋକଙ୍କ ଜୀବନ ର.. କରିବା ଦାୟିତ୍ୱ ସେନା କିମ୍ବା ସୁର.. କର୍ମୀଙ୍କର ହୋଇଥାଏ । କିନ୍ତୁ ଏହି କାମ ଯେତେବେଳେ ଏକ ଛୋଟ ପଶୁ କରନ୍ତି, ସେତେବେଳେ ସେ ପୁରଷ୍କାର ପାଇବାକୁ ଯୋଗ୍ୟ ହୋଇଯାନ୍ତି । କାରଣ କଥା କହିପାରୁନଥିବା ଛୋଟ ପଶୁ ଠାରୁ ଏହା ଆଶା କରାଯାଇନଥାଏ । ଲଣ୍ଡନରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ମଗାୱା ନାମକ ମୂଷାକୁ ଚଊଝଇ ଗୋଲ୍ଡ ମେଡାଲ ରେ ପୁରଷ୍ମୃତ କରାଯାଇଛି । ଏହି ମେଡାଲ ପଶୁ ମାନଙ୍କୁ ତାଙ୍କର ସାହାସିକତା ପାଇଁ ପ୍ରଦାନ କରାଯାଏ । ମଗାୱା ୩୯ ରୁ ଅଧିକ ଲ୍ୟାଣ୍ଡମାଇନ୍ ଏବଂ ଅନେକ ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିଛି ।
ମଗାୱା ବେଲଜିୟମ୍ ର ଅଣ ଲାଭ ସଂଗଠନ ଆପୋପୋ ଦ୍ୱାରା ତାଲିମ ପ୍ରାପ୍ତ । ୧୯୯୦ ମସିହାରୁ ଏହି ସଂଗଠନ ଲ୍ୟାଣ୍ଡମାଇନ୍ ଖୋଜିବା ପାଇଁ ପଶୁ ମାନଙ୍କୁ ବ୍ୟବହାର କରିଆସୁଛି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ