ନୁଆଦିଲ୍ଲୀ, କିଛି ଦିନ ପରେ ଆଇପିଏଲ ଆରମ୍ଭ ହେବାକୁ ଥିବାବେଳେ, ଚେନ୍ନାଇ ସୁପର କିଙ୍ଗକୁ ଆଉ ଏକ ଝଟ୍କା ଲାଗିଛି । କରୋନା ପାଇଁ କେତେକ ଖେଳାଳି ଆଇପିଏଲ ନଖେଳିବାକୁ ନିଷ୍ପତ୍ତି ନେଉଛନ୍ତି । ସେହିଭଳି ସୁରେଶ ରାଇନାଙ୍କ ପରେ ଏବେ ଭେଟେରାନ ବୋଲର ହରଭଜନ ସିଂ ଆଇପିଏଲ ୧୩ତମ ସିଜନ୍ ଖେଳିବେନାହିଁ ବୋଲି ଜଣାପଡ଼ିଛି । କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଚଳିତ ବର୍ଷ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ହରଭଜନଙ୍କ ଅନୁପସ୍ଥିତି ଦଳ ପାଇଁ ସମସ୍ୟାର କାରଣ ହେବବୋଲି ଅନୁମାନ କରାଯାଉଛି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ