ହାଇ ଥ୍ରୁପୁଟ୍ ଟେଷ୍ଟିଂ ସୁବିଧାର ଶୁଭାରମ୍ଭ କରିବେ ମୋଦି

ଦେଶରେ କରୋନା ସ୍ଥିତି ବହୁତୁ ବିଗିଡିବାରେ ଲାଗିଛି । ତେଣୁ କରୋନା ଲଢ଼େଇକୁ ସହଜ କରିବା ପାଇଁ ଆଜି ଦେଶରେ ଶୁଭାରମ୍ଭ ହେବ ହାଇ ଥ୍ରୁପୁଟ୍ ଟେଷ୍ଟିଂ ସୁବିଧା। ଏହାକୁ ଅପରାହ୍ନ ୪.୩୦ ରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ୩ଟି ସ୍ଥାନରେ ଏହା ଉପଲବ୍ଧ ହେବ। ନଏଡ଼ା, ମୁମ୍ବାଇ, କୋଲକାତାରେ ଏହି ସୁବିଧା ଉପଲବ୍ଧ ହେବ।

Leave A Reply

Your email address will not be published.