ହାଇଦ୍ରାବାଦ: ଆମେରିକାରେ ଭାରତୀୟ ଯୁବକଙ୍କୁ ନିର୍ମମ ହତ୍ୟା କରାଯଇଛି ।। ମୃତକ ହାଇଦ୍ରାବାଦର ବାସିନ୍ଦା ଅଟନ୍ତି । ସୂଚନାରୁ ଜଣାପଡିଛି ଯେ, ତାଙ୍କୁ ବାରମ୍ବାର ଛୁରାମାରି କରି ହତ୍ୟା କରାଯାଇଛି। ଘର ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ମହମ୍ମଦ ଆଫିଫ୍ ମୋହିଉଦ୍ଦୀନ । ଗତ ୧୦ ବର୍ଷ ହେଲା ଜର୍ଜିୟାରେ ରହୁଥିବା ବେଳେ କିରାଣୀ ଦୋକାନ କରି ନିଜର ଜୀବନଜୀବିକା ନିର୍ବାହ କରୁଥିଲେ।
ମହମ୍ମଦ ଆରିଫଙ୍କ ସ୍ତ୍ରୀ ମେହନାଜ ଫାତିମା କହିଛନ୍ତି ଯେ, “ମୋ ସ୍ୱାମୀଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ମୋ ବାପାଙ୍କୁ ଏମରଜେନ୍ସି ଭିସାରେ ଆମେରିକା ଯିବାର ବନ୍ଦୋବସ୍ତ କରାଇବାକୁ ମୁଁ ସରକାରଙ୍କୁ ଅନୁରୋଧ କରିଛି।” ଆରିଫଙ୍କ ମୃତଦେହ ଜର୍ଜିୟାର ଏକ ହସ୍ପିଟାଲରେ ଅଛି।
ସିସିଟିଭି ଫୁଟେଜରୁ ଜଣାପଡିଛି ଯେ, ତାଙ୍କ ନିଜ ଦୋକାନ କର୍ମଚାରୀଙ୍କ ସହ ଏକାଧିକ ଲୋକଙ୍କ ତାଙ୍କୁ ଆକ୍ରମଣ କରିଛନ୍ତି ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା