ବ୍ରିଟେନ, ବ୍ରିଟେନରେ କରୋନାରେ ମୃତ୍ୟୁ ସଂଖ୍ୟା ପ୍ରାୟତଃ ୧ ଲକ୍ଷ ପାଖାପାଖି ଥିବାବେଳେ ୩୬ ଲକ୍ଷ ପଜିଟିଭ୍ କେସ୍ ନଜର ଆସିିଛି । ବ୍ରିଟେନରେ ଏବେ ଯାଏ ପ୍ରଥମ ପର୍ୟ୍ୟାୟରେ ୫.୩୮ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ନୂଆ ଷ୍ଟ୍ରେନ୍ ଯୋଗୁଁ ସଂକ୍ରମଣ ବଢ଼ୁଥିବାରୁ ମୃତ୍ୟୁହାର ବଢ଼ିବାର ଆଶଙ୍କା କରାଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକଡାଉନକୁ ଜୁଲାଇ ୧୭ ଯାଏ ବୃଦ୍ଧି କରାଯାଇଛି । ଏହି ସମୟରେ ପବ୍, ରେସ୍ତୋରାଁ, ଦୋକାନ ଏବଂ ସର୍ବସାଧାରଣ ସ୍ଥାନ ବନ୍ଦ ରହିବ, ଏଥିସହ ଅଧିକ ବିପଦ ଥିବା ଦେଶକୁ ଗମନାଗମନ କରୁଥିବା ଯାତ୍ରୀଙ୍କୁ ଅତିକମରେ ୧୦ ଦିନ କ୍ୱାରେଣ୍ଟାଇନରେ ରଖିବା ପାଇଁ ନିଷ୍ପତ୍ତି ନେଇଛି ବ୍ରିଟେନ୍ ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ