ସେପ୍ଟେମ୍ବର ୨୩ରୁ ପର୍ଯ୍ୟଟକଙ୍କ ପାଇଁ ପଶ୍ଚିମବଙ୍ଗ ଫରେଷ୍ଟ ଖୋଲାଯିବ ବୋଲି ସୂଚନା ମିଳିଛି । ମୌସୁମୀ ପାଇଁ ପ୍ରତି ବର୍ଷ ଏହି ଜଙ୍ଗଲ ୨ ମାସ ପାଇଁ ବନ୍ଦ କରାଯାଇଥାଏ । କୋଭିଡ୍ ହେତୁ ମାର୍ଚ୍ଚରେ ଲକ୍ଡାଉନ୍ ଆରମ୍ଭରୁ ଜଙ୍ଗଲକୁ ପର୍ଯ୍ୟଟକ ମାନେ ଯିବା ବନ୍ଦ କରିଦେଇଥିଲେ । ଦୀର୍ଘ ଦିନ ଧରି ବନ୍ଦ ରହିବା କାରଣରୁ ଅର୍ଥନୀତିରେ ହ୍ରାସ ଯୋଗୁଁ ରାଜ୍ୟ ସରକାର ଉତ୍ସବ ପୂର୍ବରୁ ଜଙ୍ଗଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ବନ ବିଭାଗ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ଅଧ୍ୟ..ତାରେ ଅନୁଷ୍ଠିତ ଏକ ବୈଠକ ରେ ଏହି ନିଷ୍ପତ୍ତି ନିଆଯାଇଛି । ପର୍ଯ୍ୟଟକଙ୍କ ପାଇଁ ନିର୍ଦ୍ଦଶାବଳୀ ଆଉ ଏକ ବୈଠକରେ ସ୍ଥିର କରାଯିବ ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି