କୋରବା, କାର୍ ଭିତରୁ ଉଦ୍ଧାର ହୋଇଛି ୧୨ଫୁଟର ଲମ୍ବର ଏକ ବିଶାଳକାୟ ଅଜଗର ସାପ । ଜଣେ ବ୍ୟକ୍ତିଙ୍କ କାର୍ ଭିତରେ ଫଶି ରହିଥିଲା ସାପ । ପରେ ସାପଧରାଳୀଙ୍କ ସହାୟତାରେ କରାଯାଇଥିଲା ଉଦ୍ଧାର । ସୂଚନା ଥାଉକି, ଘର ଭିତରକୁ ଏକ ବଡ଼ ସାପ ପଶୁଥିବାର ଦେଖିଥିଲେ ପରିବାର ଲୋକ । ସଙ୍ଗେସଙ୍ଗେ ସାପଧରାଳୀଙ୍କୁ ଫୋନ କରିଥିଲେ । ସାପଟି ଘର ଭିତରେ ଥିବା କାର୍ରେ ପଶି ଯାଇଥିଲା । ଫଳରେ ସେ ଭିତରୁ ବାହାରିନପାରି ଯୋର୍ରେ ଗର୍ଜନ କରିବାକୁ ଲାଗିଲା । ଘରଲୋକ ପ୍ରଥମେ ଡରି ଯାଇଥିଲେ ପରେ ସ୍ନେକହେଲ୍ପଲାଇନରେ କଲ୍ କରି ଜଣାଇଥିଲେ । ଦୀର୍ଘ ଦେଢ଼ ଘଣ୍ଟାର କସରତ ପରେ କାର୍ ଭିତରୁ ଉଦ୍ଧାର ହୋଇଥିଲା ଅଜଗର ସାପ । ଉଦ୍ଧାର ପରେ ବନ ବିଭାଗ ଅଧିକାରୀ ସାପଟିକୁ ନେଇ ଜଙ୍ଗଲରେ ଛାଡ଼ି ଦେଇଥିଲେ ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି