ନୂଆଦିଲ୍ଲୀ, ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ଜଣ ପ୍ରାଣ ହରାଇଥିବାବେଳେ, କିଛି ଜଣ ଆହତ ମଧ୍ୟ ହୋଇଛନ୍ତି । ସୂଚନା ଅନୁଯାୟୀ, ଏକ କଣ୍ଟେନର ରାଜସ୍ଥାନର ଜୟପୁରରୁ ଚୋଧୁରପୁର ଯାଉଥିଲା । କିନ୍ତୁ ଏହା ଅଧାରାସ୍ତାରେ ଦୁର୍ଘଟଣାର ଶିକାର ହୋଇଯାଇଛି । ରାଷ୍ଟ୍ରୀୟ ରାଜମାର୍ଗ ବ୍ରଜଘାଟ ଛକ ନିକଟରେ ଥିବା ମହମ୍ମଦାବାଦ ଗାଁରେ କଣ୍ଟେନରର ଟାୟାର ଫାଟି ଯାଇଥିଲେ । ଯାହାଫଳରେ କି କଣ୍ଟେନର ଭାରସାମ୍ୟ ହରାଇ ଓଲଟିପଡିଥିଲା । ର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୧୨ ଜୀବଜନ୍ତୁଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ସେପଟେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି