ପଞ୍ଜାବ (2.2.23): ଘରେ ଝଗଡା ହେଲା ବୋଲି ପରିବାରର ୩ ଜଣ ଲୋକଙ୍କୁ କାର୍ ଚଢାଇ ମାରିଦେଲେ । ଆଉ ଘଟଣାରେ ଜଣକର ଜୀବନ ଚାଲିଯାଇଛି । ଏମିତି ଘଟଣା ପଞ୍ଜାବର ମୋହାଲୀ ଠାରେ ଘଟିଛି । ଜଣେ ଯୁବକ ନିଜ ପରିବାର ଲୋକଙ୍କ ହତ୍ୟା କରିଛନ୍ତି । ମୋହଲୀର ଏକ ଗାଁରେ ମନୋଲୀରେ ଯୁବକ ରାଗରେ ଆସି ଏପରି କାଣ୍ଡ କରିଛନ୍ତି ।ପଞ୍ଜାବ ମୋହାଲୀର ଏକ ଗାଁରେ ଯୁବକ ଜଣକ ରାଗରେ ଆସି ଘରର ୩ ଜଣ ଲୋକଙ୍କ ଉପରେ ରେଞ୍ଜ ରୋଭର କାର ଚଢାଇଦେଇଥିଲେ । ଏହି ଘଟଣାରେ ହସପିଟାଲରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋହଇଛନ୍ତି । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ଯାହାକୁ ଏବେ ପୋଲିସ ଖୋଜୁଛି ।
ରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭକ୍ୟାମେରା ଲେନସରେ କଏଦ ହେଲା ବାଘ