ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୬ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଉଦ୍ବୋଧନରେ ଦୁଇଟି ସ୍ୱଦେଶୀ ଟିକା ବିଷୟରେ କହିଥିଲେ ଯାହା କରୋନାଭାଇରସ୍ ରୋଗରୁ ମାନବ ଜାତିକୁ ରକ୍ଷା କରିବାକୁ ପ୍ରସ୍ତୁତ । ସେ ଏହା ମଧ୍ୟ କହିଛନ୍ତି ଯେ, ବିଦେଶରୁ ଔଷଧ ଆମଦାନୀ କରୁଥିବା ଭାରତ ବର୍ତ୍ତମାନ ଏହା ନିଜେ ସମଗ୍ର ଦେଶର ସ୍ୱାସ୍ଥ୍ୟସେବା ଯତ୍ନ ନେବାକୁ ଆତ୍ମନିର୍ଭରଶୀଳ। ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରବାସୀ ଭାରତୀୟମାନେ ନିଜ କର୍ତ୍ତବ୍ୟ କରିଛନ୍ତି । କୋରୋନା କାଳରେ ଭାରତ ନିଜ ଶକ୍ତି ବଢ଼ାଇଛି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ