You are currently viewing କେନ୍ଦ୍ର ଜଳଶକ୍ତିମନ୍ତ୍ରୀଙ୍କୁ କରୋନା

କେନ୍ଦ୍ର ଜଳଶକ୍ତିମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ, କରୋନା କବଳରେ ଏବେ ସବୁ ନେତା ମନ୍ତ୍ରୀ । ପୁଣିଥରେ ଜଣେ ମନ୍ତ୍ରୀଙ୍କୁ କରୋନା ହୋଇଥିବା ନଜରକୁ ଆସିଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖୱତଙ୍କୁ କରୋନା । ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ତାଙ୍କୁ ମେଦାନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । କରୋନା ପଜିଟିଭ ନେଇ ଖୋଦ୍ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । 

ଅନ୍ୟମାନଙ୍କୁ ଜଣାନ୍ତୁ।