ନୂଆଦିଲ୍ଲୀ (୧୪.୩.୨୩) : ବଢି ଚାଲିଛି ସାଇବର ଠକେଇ । ବିଭିନ୍ନ ଆଳ ଦେଖାଇ ଠକ ଲୁଟ୍ କରୁଛନ୍ତି । ଆଉ ଏବେ ହ୍ୱାଟସଆପ୍ ହ୍ୟାକ ପାଲଟିଛି ଠକେଇର ନୂଆ ଶୈଳୀ । ସାଇବର ଅପରାଧୀମାନେ ମୋବାଇଲ୍ ମାଧ୍ୟମରେ କଲ୍ ଉଠାଇଥିବା ବ୍ୟକ୍ତିର ହ୍ୱାଟସଆପ୍ ନମ୍ବରକୁ ଲଗ୍-ଇନ୍ କରି ଯୋଗାଯୋଗ ନମ୍ବରକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବାକୁ ଉଦ୍ୟମ କରୁଛନ୍ତି । ଏହା ଦ୍ୱାରା ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ମୋବାଇଲରେ ଥିବା ସମସ୍ତ ତଥ୍ୟ ଅସୁରକ୍ଷିତ ହୋଇପଡ଼ୁଛି । ଏଭଳି ଘଟଣା କ୍ରାଇମବ୍ରାଞ୍ଚ ଓ ରାଜ୍ୟର ସାଇବର୍ ପୁଲିସ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି । ତେଣୁ ହ୍ୱାଟସ୍ଆପରେ ଥିବା ‘ଟୁ ଷ୍ଟେପ୍ ଭେରିଫିକେସନକୁ ଆକ୍ଟିଭ୍ କରାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ