ଆଜମଗଡ଼, (ବନ୍ଦିତା ଦାସ): ଆଜି ହେଉଛି ପବିତ୍ର ବଡ଼ ଦିନ । ଏହି ଦିନ ଉପଲକ୍ଷେ ଆଜମଗଡ଼ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ବଡ଼ ଦିନ ପାଳିତ ହୋଇଯାଇଛି । ସମସ୍ତ କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ବଡ଼ଦିନ ପାଳିତ ହୋଇଛି । ଏଥିରେ ସ୍କୁଲର ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନେ ସାନ୍ତା ପୋଷାକ ପିନ୍ଧି, କେକ୍ କାଟି ହସଖୁସୀରେ ବଡ଼ଦିନ ପାଳନ କରିଥିଲେ ।
