ଏସବୁ ଖାଆନ୍ତୁ ଛୁଇଁବନି କରୋନା…

ଦେଶବ୍ୟାପୀ ଏବେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି। ଏ ପର୍ଯ୍ୟନ୍ତ ଏହାକୁ ପ୍ରତିହତ କରିବାକୁ ପ୍ରତିଷେଧକ ବାହାରି ନଥିବାବେଳେ, ଜନସାଧାରଣ ନିଜ ନିଜ ନିତିଦିନିଆ ଖାଦ୍ୟ ଉପରେ ବେଶୀ ଧ୍ୟାନ ଦେଉଛନ୍ତି। ପ୍ରତିଷେଧକ ବାହାରିନି ସତ କିନ୍ତୁ ଏଭଳି ଖାଦ୍ୟ ଖାଇବା ଦରକାର, ଯାହାଦ୍ଵାରା କରୋନା ଆମକୁ ଛୁଇଁବ ନାହିଁ।

ତେବେ ନିତିଦିନ ଖାଇବା ହଳଦୀ। ଏଥିରେ ଆଣ୍ଟିଇନଫ୍ଲାମେଟ୍ରି ଗୁଣ ରହିଥାଏ, ତେଣୁ ଖୀର କିମ୍ବା ଗରମ ପାଣିରେ ହଳଦୀ ମିଶାଇ ପ୍ରତିଦିନ ସେବନ କରନ୍ତୁ । ଏହା ଇନଫେକ୍ସନ ହେବାରୁ ବଞ୍ଚାଇଥାଏ ।


ସେହିପରି ଅମୃତଭଣ୍ଡା, କମଳା, ଲେମ୍ବୁ, ନିମ, ତୁଳସୀ ଆଦି ସବୁ ଖାଆନ୍ତୁ । ଏଥିରେ ଭିଟାମିନ ସି ଭରପୂର ହୋଇ ରହିଥାଏ । ଯାହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ପିଆଜ, ଅଦା, ରସୁଣ, ଗାଜର ଓ ନଡ଼ିଆ ତେଲ ଖାଆନ୍ତୁ । ଏହା କରୋନା ଭାଇରସ୍ ସହ ଲଢ଼େଇ କରିବା ପାଇଁ ଶରୀରକୁ ଶକ୍ତି ଯୋଗାଇଥାଏ ।

Leave A Reply

Your email address will not be published.