ବର୍ଷା ସମୟରେ କିଭଳି କରୋନା ସଂକ୍ରମଣରୁ ରକ୍ଷା ପାଇବେ ଜାଣନ୍ତୁ…

କରୋନା ମହାମାରୀ ସମୟରେ ବର୍ଷା ହେଉଥିଲେ ଯଦି ଆପଣ ବାହାରକୁ ଯାଉଛନ୍ତି, ତେବେ ସତର୍କତାର ସହ ଯାଆନ୍ତୁ। କାରଣ ସଂକ୍ରମଣ ହେବାର ଅନେକ ଆଶଙ୍କା ଅଛି। ତେଣୁ ଏହି ସମୟରେ ହାତ ପାଦର ଯତ୍ନ ଭଲ ଭାବରେ ନିଅନ୍ତୁ। ବାହାରକୁ ଯିବା ପୂର୍ବରୁ କିମ୍ବା ବାହାରୁ ଆସିବାପରେ ପ୍ରଥମେ ହାତ ଓ ପାଦକୁ ସାବୁନ୍ ରେ ଧୁଅନ୍ତୁ।

ଧୋଇବା ସମୟରେ ପାଣିରେ ଅଳ୍ପ ପରିମାଣର ଡେଟଲ କିମ୍ବା ଅଲଗା ଆଣ୍ଟି ଭାଇରସ ଲିକୁଇଡ୍ ପକାନ୍ତୁ। ତେବେ ଯାଇ ଏ କରୋନା ସମୟରେ ଆପଣ ନିଜକୁ ରକ୍ଷା କରିପାରିବେ। ଅତ୍ୟନ୍ତ ଜରୁରୀ କାମ ନଥିଲେ ବର୍ଷା ସମୟରେ ପଦାକୁ ବହାରନ୍ତୁନାହି। ଯଦି ବାହାରିଛନ୍ତି ତେବେ ସାଙ୍ଗରେ ସମସ୍ତ ବର୍ଷା ଦିନିଆ ସାମଗ୍ରୀ ନେଇ ଯାଆନ୍ତୁ।

Leave A Reply

Your email address will not be published.