ଧର୍ମରେ ୨୪ଟି ଅକ୍ଷର ବିଷୟରେ ଆଲୋଚନା ହେବ, ଯେଉଁଥିରେ ୨୪ଟି ମହାଶକ୍ତି ଅଛି । ଗାୟତ୍ରୀ ମନ୍ତ୍ର ହେଉଛି ବ୍ରହ୍ମାଣ୍ଡର ସବୁଠାରୁ ଶକ୍ତିଶାଳୀ ମହାମନ୍ତ୍ର । ଯାହାର ଜପ ଆପଣଙ୍କୁ ଲାଭ ଦେଇପାରେ । ଏକ ମହାନ ମନ୍ତ୍ର ଯାହାର ଶକ୍ତି ଆପଣଙ୍କ ଜୀବନକୁ ବାଧାବିଘ୍ନରୁ ମୁକ୍ତ କରିପାରିବ । ଏହି ମନ୍ତ୍ର ହେଉଛି ପ୍ରତ୍ୟେକ ସମସ୍ୟାର ସମାଧାନ । ୨୪ଟି ଶଦ୍ଦରେ ୨୪ଟି ସୁପର ପାୱାର ଅଛି । ତେଣୁ ପ୍ରତ୍ୟେକ ରୀତିନୀତି, ତାନ୍ତ୍ରିକ କିମ୍ବା ବୈଦିକ ଅନୁଷ୍ଠାନ ରେ ପ୍ରଥମେ ଏହି ମନ୍ତ୍ରକୁ ଜପ କରାଯାଇଥାଏ ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା