ଲୋକ ଘର କିଣିବା ପାଇଁ ରୋଜଗାର କରିଥିବା ପୁଞ୍ଜି ଲଗାଇ ଥାନ୍ତି । କିନ୍ତୁ ଏମିତି କିଛି ଦେଶ ଅଛି ଯେଉଁଠାରେ କି କମ ପଇସାରେ ଘର ବିକ୍ରି ହେଉଛି । ଇଟାଲୀର ସିସଲି ସ୍ଥିତ ଏକ ଛୋଟ ଟାଉନରେ ମାତ୍ର ୮୬ ଟଙ୍କାରେ ଘର ବିକ୍ରି ହେଉଛି । ଏହି ଟାଉନର ନାମ ସଲେମୀ । ଏହା ଏକ ଐତିହାସିକ ସ୍ଥାନ । ଏହିଠାରେ ଏକ ୟୁରୋ ରେ ଘର ବିକ୍ରି ହେଉଛି । ଏହାର ବଡ କାରଣ ରହିଛି କିଛି ବର୍ଷ ହେବ କିଛି କିଛି ସ୍ଥାନରେ ଜନସଂଖ୍ୟା କମ ହେବାର ଦେଖାଯାଉଛି ଯେଉଁ କାରଣରୁ ଘରଗୁଡିକ ଏତେ କମ ମୂଲ୍ୟରେ ବିକ୍ରି ହେଉଛି । ରିପୋର୍ଟ ଅନୁସାରେ ଆଗରୁ ଥିବା ସଂପତ୍ତି ବିକ୍ରି କରିବାକୁ କଷ୍ଟ ହେଉଥିଲା, କିନ୍ତୁ ଏବେ କରୋନା କାରଣକୁ ହାଲତ ଆହୁରି ଖରାପ ହୋଇଯାଇଛି । ତେଣୁ ଏଠାରେ ଅଳ୍ପ ମୂଲ୍ୟରେ ଘରଗୁଡିକୁ ବିକ୍ରି କରାଯାଉଛି ।
ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶ