You are currently viewing ସୁସ୍ଥ ଜୀବନ ପାଇଁ ଏସବୁ ଆପଣାନ୍ତୁ…

ସୁସ୍ଥ ଜୀବନ ପାଇଁ ଏସବୁ ଆପଣାନ୍ତୁ…

ସୁସ୍ଥ ଓ ସୁନ୍ଦର ଜୀବନ ଅତିବାହିତ କରିବା ପାଇଁ ମଣିଷ ବହୁତ କିଛି କରିଥାଏ । ମୁଖ୍ୟତଃ ମଣିଷ ନିଜକୁ ସୁସ୍ଥ ରଖିବାକୁ ହେଲେ ନିଜର ଖାଦ୍ୟ ପେୟ ଉପରେ ବେଶି ଧ୍ୟାନ ଦେଇଥାଏ । ଆସନ୍ତୁ ଏପରି କିଛି ଉପାଦାନ ବିଷୟରେ ଜାଣିବା, ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ସୁସ୍ଥ ରହିବା ପାଇଁ ଆମକୁ ଅଲଗା ଅଲଗା ପ୍ରକାର ଖାଦ୍ୟ ଖାଇବା ଆବଶ୍ୟକ ଯେଉଁଥିରେ କାରବୋହାଈଡ୍ରେଡ୍‌ର ପରିମାଣ ଅଧିକ ରହିଥିବ ।
ପ୍ରଚୁର ଭାବେ ପାଣି ପିିିଇବା ଉଚିତ୍ । ବିଭିନ୍ନ ପ୍ରକାର ଫଳ ଓ ପନିପରିବା ଖାଇବା ଉଚିତ୍ । ମିଠା ଓ ଲୁଣ କମ୍ ଖାଇବା ଦରକାର । ସକାଳର ଜଳଖିଆ ତ୍ୟାଗ କରିବେ ନାହିଁ । ବାହାର ଖାଇବା ଠାରୁ ଦୂରେଇ ରହିବା ଦରକାର । ଅଣ୍ଡା ,ମାଛ,ମାଂସ ଆଦି ଖାଇବା ଦରକାର । ଖାଇବା ଆଗରୁ ଅଳ୍ପ ପାଣି ପିିିଇବା ଦରକାର । ବିଭିନ୍ନ ପ୍ରକାର ବାଦାମ ର ମଞି ଖାଇବା ଦରକାର । ପ୍ରଚୁର ଭାବେ ଶୋଇବା ଦରକାର ।

ଅନ୍ୟମାନଙ୍କୁ ଜଣାନ୍ତୁ।