ଆମ ହିନ୍ଦୁ ଧର୍ମରେ ବହୁତ ପୂଜାପାଠ ଏବଂ ବ୍ରତ ହୋଇଥାଏ । ବ୍ରତ କିମ୍ବା କୌଣସି ପୂଜା ଓ ଉପବାସ କଲେ ଦିନ ସାରା ଉପାସ ରେ ରହିବାକୁ ପଡିଥାଏ । ସାରାଦିନ ଉପାସ ରହିବା ସହଜ ହୋଇନଥାଏ । ଦିନସାରା ପାଣି ନପିଇବା ଦ୍ୱାରା ମୁଣ୍ଡ ମୁଲେଇ ହେବା, ଦୁର୍ବଳ ଲାଗିବା, ମୁଣ୍ଡ ବିନ୍ଧା ହୋଇଥାଏ । ତେବେ କିଛି ଲୋକ ଉପାସ ସହଜରେ କରିପାରିଥାନ୍ତି ଏବଂ କିଛି ଲୋକ ନିଜର ଭୋକକୁ ସମ୍ଭାଳି ପାରିନଥାନ୍ତି । ଜାଣନ୍ତୁ କିଛି ଟିପ୍ସ ଯାହାଦ୍ୱାରା ଉପାସରେ ଦୁର୍ବଳ ଅନୁଭବ କରିବେ ନାହିଁ ।
ଉପାସ ସମୟରେ ବେଶି ଭାଗଦୌଡ କରନ୍ତୁ ନାହିଁ । ମହିଳା ମାନେ କାର୍ଯ୍ୟବ୍ୟସ୍ତରେ ଭୁଲିଯାଇଥାନ୍ତି ଯେ, ସେମାନେ ଉପାସ ରଖିଛନ୍ତି ଏବଂ ବହୁତ କାମ କରିଥାନ୍ତି । ଯେଉଁକାରଣରୁ ଅଧିକ ଶୋଷ ଲାଗିଥାଏ ।
ଉପାସ ସମୟରେ ନିଜକୁ ବ୍ୟସ୍ତ ରଖନ୍ତୁ । ଯାହାଦ୍ୱାରା ଶୋଷ କିମ୍ବା ଭୋକ ଲାଗିବ ନାହିଁ । ଘରର କିମ୍ବା ଅଫିସର ଛୋଟ ଛୋଟ କାମ କରି ନିଜକୁ ବ୍ୟସ୍ତ ରଖନ୍ତୁ ଏବଂ ବନ୍ଧୁଙ୍କ ସହ କଥାବାର୍ତ୍ତା କରି ସମୟ ଅତିବାହିତ କରନ୍ତୁ ।
ଉପାସ ସମୟରେ ଅଧିକ ଗରମରେ ରୁହନ୍ତୁ ନାହିଁ ଯେଉଁଠାରେ ଅଧିକ ଝାଳ ବାହାରିବ । ଏପରି କରିବା ଦ୍ୱାରା ଜଲଦୀ ଶୋଷ ଲାଗିଥାଏ ।
ଅଧିକ ଜୋରରେ କୁହନ୍ତୁ ନାହିଁ । ଜଲଦୀ ବା ଜୋରରେ କହିବା ଦ୍ୱାରା ଶକ୍ତି ବେଶି ଖର୍ଚ୍ଚ ହୋଇଥାଏ । ଯାହାଦ୍ୱାରା ଜଲଦୀ ଶୋଷ ଲାଗିଥାଏ ।
ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶ