୧. ମୁଣ୍ଡ ବିନ୍ଧା ହେଉଛି, ତେବେ ନିଜର ପାଦକୁ ଗରମ ପାଣିରେ କିଛି ସମୟ ରଖନ୍ତୁ ଆପଣ ମୁଣ୍ଡ ବିନ୍ଧାରୁ ମୁକ୍ତି ପାଇବେ।
୨. ଶୋଇବାର ୧ ଘଣ୍ଟା ପୂର୍ବରୁ ଖାଇବା ଖାନ୍ତୁ । ଯାହାକି ଶରୀରକୁ ପତଳା ରଖିବାରେ ସାହାର୍ଯ୍ୟ କରେ ।
୩. ମନ ଭଲ ନାହିଁ କି? ତେବେ ୬୦ ସେକେଣ୍ଡ ପର୍ଯ୍ୟନ୍ତ ହସନ୍ତୁ ଯାହାଦ୍ୱାରା ଆପଣଙ୍କ ମୁଡ୍ ଭଲ ହୋଇଯିବ ।
୪. ପ୍ରଥମଥର କାହା ସହ ଦେଖାକରିବା ବେଳେ ଆପଣ ସେ କଣ କରୁଛି ନ ପଚାରି ତାର କଣ ପସନ୍ଦ ପଚାରନ୍ତୁ ।
୫. ଟୁଥ୍ ପେଷ୍ଟକୁ ବ୍ରଣରେ ଲଗାନ୍ତୁ ରାତିକରେ ହିଁ ବ୍ରଣ ରହିବ ନାହିଁ ।
୬. ଯଦି ଆପଣଙ୍କ ସହ ସବୁ ଖରାପ ଘଟୁଛି ତେବେ ଯାଇ ଶୋଇଯାଆନ୍ତୁ ଭଲ ଲାଗିବ ।
୭. ଜିଭ ଜଳୁଛି ତ ତେବେ ଅଳ୍ପ ଚିନି ଖାଆନ୍ତୁ ଶାନ୍ତି ମିଳିବ ।
୮. ଦିନକୁ ୫ କପ୍ ଗ୍ରୀନ୍ ଟି ପିଅନ୍ତୁ ଆପଣ ମୋଟାପଣ ରହିବ ନାହିଁ ।
୯. କଦଳୀକୁ ଦାନ୍ତରେ ଘଷନ୍ତୁ ଏହା ଆପଣଙ୍କ ଦାନ୍ତକୁ ଧଳା ରଖିବାରେ ସାହାଯ୍ୟ କରିଥାଏ ।
୧୦. ଥଣ୍ଡା କୋଠରିରେ ଶୋଇବା ଦ୍ୱାରା ଏହା ଆମକୁ ପତଳା ରଖିବାରେ ସାହାଯ୍ୟ କରିଥାଏ ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା