You are currently viewing କରୋନା କବଳରେ ରାଜ୍ୟର ଆଉ ଜଣେ ବିଧାୟକ

କରୋନା କବଳରେ ରାଜ୍ୟର ଆଉ ଜଣେ ବିଧାୟକ

ଭୁବନେଶ୍ୱର, ରାଜ୍ୟର ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । କୋରାପୁଟ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ କରୋନାରେ ସଂକ୍ରମିତ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ନେଇ ବିଧାୟକ ସୋସିଆଲ ମିଡ଼ିଆ ଜରିଆରେ ସୂଚନା ଦେଇଛନ୍ତି । ଆଣ୍ଟିଜେନ୍ ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । କରୋନା ଚିହ୍ନଟ ପରେ ବିଧାୟକ ଏବେ ସେମିଳିଗୁଡା ବାସଭବନରେ ହୋମ ଆଇସୋଲେସନରେ ରହିଛନ୍ତି । ତାଙ୍କ ସହ କଂଟାକ୍ଟ୍ ରେ ଆସିଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରାଇବା ସହ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।