You are currently viewing ପ୍ରକାଶ ପାଇଛି ୟୁପିଏସସି ରେଜଲ୍ଟ: ୨୨ ଓଡ଼ିଆଙ୍କୁ ମିଳିଛି ସଫଳତା

ପ୍ରକାଶ ପାଇଛି ୟୁପିଏସସି ରେଜଲ୍ଟ: ୨୨ ଓଡ଼ିଆଙ୍କୁ ମିଳିଛି ସଫଳତା

  • Post category:ଓଡିଶା
  • Reading time:1 mins read

୨୦୧୯ ବର୍ଷର ୟୁପିଏସସି ରେଜଲ୍ଟ ଆଜି ପ୍ରକାଶ ପାଇଯାଇଛି । ଆଇଏଏସ ପ୍ରଦୀପ ସିଂ ଏଥିରେ ଟପ୍ପର ହୋଇଛନ୍ତି । ଓଡିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଦଶମ ସ୍ଥାନରେ ଅଛନ୍ତି ସଞ୍ଚିତା ମହାପାତ୍ର । ମୋଟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରଦୀପ ସିଂହ ଆଇଏଏସ୍‌ ଟପ୍ପର ହୋଇଥିବା ବେଳେ ଜତିନ କିଶୋର ଦ୍ଵିତୀୟ ଓ ପ୍ରତିଭା ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି। ଓଡ଼ିଶାର ଦୁଇଜଣଙ୍କୁ ମିଳିଛି ସଫଳତା। ଅଭିଷେକ ସରାଫ ଅଷ୍ଟମ ଓ ସଂଜିତା ମହାପାତ୍ର ଦଶମ ସ୍ଥାନରେ ରହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।