You are currently viewing ବୀରମିତ୍ରପୁର ବିଧାୟକ କରୋନା ପଜିଟିଭ

ବୀରମିତ୍ରପୁର ବିଧାୟକ କରୋନା ପଜିଟିଭ

ଯାଜପୁର, ବୀରମିତ୍ରପୁର ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ବିଧାୟକ ଶଙ୍କର ଓରାମ୍ କରୋନା ପଜିଟିଭ ଚିହ୍ନଟ । ଅସୁସ୍ଥ ଅନୁଭବ କରିବାରୁ ନମୁନା ପରୀକ୍ଷା କରିଥିଲେ ଓ ତାହା ପଜିଟିଭ ଚିହ୍ନଟ ହୋଇଛି । ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛନ୍ତି ନିଜେ ବିଧାୟକ।

ଅନ୍ୟମାନଙ୍କୁ ଜଣାନ୍ତୁ।