ରାଜ୍ୟରେ ଆଜି କରୋନା ନେଲା ୧୧ ମୁଣ୍ଡ Post published:September 2, 2020 Post category:ଓଡିଶା / ତାଜା ଖବର Reading time:1 mins read ଭୁବନେଶ୍ୱର, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଆଜି ରାଜ୍ୟରୁ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏନେଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୧୪କୁ ବୃଦ୍ଧି ପାଇଛି । ତେବେ ଗଞ୍ଜାମଜିଲ୍ଲାରୁ ସର୍ବାଧିକ ୩ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ଉତ୍କଳୀୟ ଝଲକରେ ଝଲସିବ ଶ୍ରୀମନ୍ଦିର November 9, 2020 ଏଥର ସ୍ଵତନ୍ତ୍ର ହେବ ସାଧାରଣତନ୍ତ୍ର ଦିବସ May 8, 2023 ଏସ୍ଟିଏଫ୍ ଜାଲରେ ହାତୀଦାନ୍ତ ଚୋରା ଚାଲାଣକାରୀ, ଦୁଇଟି ହାତୀ ଦାନ୍ତ ଜବତ February 27, 2022 ଆଜିଠୁ ପ୍ରବଳ ଖରା April 4, 2023