You are currently viewing ଆଜି ରାଜ୍ୟରୁ ୧୨୮୨ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୧୨୮୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି |୨୪ ଘଣ୍ଟାରେ ଏକ ହଜାର ପାର କଲା କରୋନା | ଆଜି ରାଜ୍ୟରୁ ୧୨୮୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୭୫୫ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୫୨୭ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୪୬୮୦୮, ସୁସ୍ଥ ସଂଖ୍ୟା ୩୩୮୮୯୦, ସମୁଦାୟ ସକ୍ରିୟ ସଂଖ୍ୟା ୫୯୪୧, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୨୮|

ଅନ୍ୟମାନଙ୍କୁ ଜଣାନ୍ତୁ।