କରୋନାରେ ଗଲା ପୁଣି ୧୩ଜୀବନ

ଭୁବନେଶ୍ୱର, ଆଜି କରୋନାରେ ପୁଣି ଯାଇଛି ୧୩ ଜୀବନ । ଏହାସହିତ ରାଜ୍ୟରେ ସମୁଦାୟ ମୃତକଙ୍କ ସଂଖ୍ୟା ୫୬୯ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୩ମୃତକଙ୍କ ମଧ୍ୟରୁ ପୁରୀରୁ ୩ଜଣ, ଗଞ୍ଜାମ, ମୟୁରଭଞ୍ଜ,ରାୟଗଡ଼ାରୁ ୨ଜଣ ଲେଖାଏଁ ଓ କଟକ, କନ୍ଧମାଳ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Leave A Reply

Your email address will not be published.