You are currently viewing ରାଜଧାନୀରୁ ୧୬ କରୋନା ପଜିଟିଭ ଚିହ୍ନଟ

ରାଜଧାନୀରୁ ୧୬ କରୋନା ପଜିଟିଭ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଭୁବନେଶ୍ୱରରୁ ୧୬ କରୋନା ପଜିଟିଭ ଚିହ୍ନଟ ,ସୁସ୍ଥ ସଂଖ୍ୟା ୪୧ ରହିଛି |ସଙ୍ଗରୋଧ କେନ୍ଦ୍ରରୁ ୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୭ ରହିଛି |ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି |

ତେବେ ଭୁବନେଶ୍ୱରରୁ ମୋଟ ପଜିଟିଭ ସଂଖ୍ୟା ୩୧୫୫୫ ,ସୁସ୍ଥ ସଂଖ୍ୟା ୩୦୯୯୫ ,ମୃତ୍ୟୁ ସଂଖ୍ୟା ୨୩୮ | ବର୍ତ୍ତମାନ ସୁଦ୍ଧା ୩୦୧ କରୋନା ପଜିଟିଭ ସକ୍ରିୟ ଅଛନ୍ତି |

ଅନ୍ୟମାନଙ୍କୁ ଜଣାନ୍ତୁ।