You are currently viewing ଆଜି ରାଜ୍ୟରୁ ୨୧୦ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୨୧୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଆଜି ରାଜ୍ୟରୁ ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୨୨ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୮୮ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଗୁଳ ୨୪ ,ବାଲେଶ୍ୱର ୯ ,ବରଗଡ଼ ୮ ,ଭଦ୍ରକ ୨ , ବଲାଙ୍ଗୀର ୭ , କଟକ ୧୪, ଦେଓଗଡ ୧, ଢେ଼ଙ୍କାନାଳ ୨, ଗଜପତି ୫ , ଗଞ୍ଜାମ ୪ , ଜଗତସିଂହପୁର ୪ ,ଯାଜପୁର ୯ , ଝାରସୁଗୁଡା ୧୩, କଳାହାଣ୍ଡି ୪,କେନ୍ଦ୍ରାପଡା ୨, , କେଉଁଝର ୧, ଖୋର୍ଦ୍ଧା ୧୩, ମାଲକାନଗିରି ୮, ମୟୁରଭଞ୍ଜ ୮ , ନୟାଗଡ ୨, ନୂଆପଡା ୫, ପୁରୀ ୧୦ ,ରାୟଗଡା ୭, ସମ୍ବଲପୁର ୧୬ ,ସୋନପୁର ୧, ସୁନ୍ଦରଗଡ ୩୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୨୫୪୧, ସୁସ୍ଥ ସଂଖ୍ୟା ୩୨୮୪୫୨ , ସମୁଦାୟ ସକ୍ରିୟ ସଂଖ୍ୟା ୨୧୪୧, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୧୮୧ ।

ଅନ୍ୟମାନଙ୍କୁ ଜଣାନ୍ତୁ।