You are currently viewing ୩୫ ଲକ୍ଷ ଚାଷୀଙ୍କୁ ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ସୁଧ ରିହାତି ଟଙ୍କା

୩୫ ଲକ୍ଷ ଚାଷୀଙ୍କୁ ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ସୁଧ ରିହାତି ଟଙ୍କା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (24.4.23): ସୁଧ ରିହାତି ବିତରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୫ ଲକ୍ଷ ଚାଷୀଙ୍କୁ ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ସୁଧ ରିହାତି ଟଙ୍କା। ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃିଷିଋଣ ସମବାୟ ସମିତିମାନଙ୍କୁ ୨୦୨୨-୨୩ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ସୁଧ ରିହାତିର ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଚାଷୀମାନେ ଅର୍ଥନୀତିର ଆତ୍ମା ଓ ବିକାଶର ଧାରା। ଚାଷୀ, ଯୁବପିଢ଼ି ଓ ମା’ମାନେ ସଶକ୍ତ ଓଡ଼ିଶାର ସାଥୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱତନ୍ତ୍ର ବଜେଟ ହୋଇଛି। କାଳିଆ ଶିକ୍ଷା ବୃତ୍ତି ଚାଷୀମାନଙ୍କ ପିଲାମାନଙ୍କୁ ଦିଆଯାଉଥିବା କହିଛନ୍ତି ନବୀନ।

ଅନ୍ୟମାନଙ୍କୁ ଜଣାନ୍ତୁ।