କରୋନା କବଳରେ ସମସ୍ତେ କବଳିତ ହେଉଥିବାବେଳେ, ଏବେ ପୁଣି ୫ ଓଡ଼ିଶା ବିଧାନସଭା କର୍ମଚାରୀଙ୍କ ରିପୋର୍ଟ ପଜେଟିଭ୍ ଆସିଛି । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସମ୍ପୃକ୍ତ କର୍ମଚାରୀମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି । ସୂଚନା ଥାଉକି, ପୂର୍ବରୁ ବିଧାନସଭାରେ ଯୋଗ ଦେଇଥିବା ଜଣେ ବିଧାୟକଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା । ପରେ ପରେ ସେଥିରେ ଯୋଗ ଦେଇଥିବା ସମସ୍ତ ବିଧାୟକଙ୍କ ରକ୍ତ ନମୁନା ପରୀକ୍ଷା ମଧ୍ୟ କରାଯାଇଥିଲା । ତେବେ ପୁଣି କିଛି କର୍ମଚାରୀଙ୍କ ରିପୋର୍ଟ ପଜେଟିଭ ଆସିଛି । ଏଥିପାଇଁ ୩୧ତାରିଖ ପର୍ଯ୍ୟନ୍ତ ବିଧାନସଭା ବନ୍ଦ କରାଯାଇଛି ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି