You are currently viewing ସୁସ୍ଥହେଲେ ୯୫ କରୋନା ଯୋଦ୍ଧା: ଡିଜିପି ଅଭୟ

ସୁସ୍ଥହେଲେ ୯୫ କରୋନା ଯୋଦ୍ଧା: ଡିଜିପି ଅଭୟ

ମହାମାରୀ କରୋନା କବଳରୁ ମୁକ୍ତ ହେଲେ ୯୫ କରୋନା ଯୋଦ୍ଧା । ଏବେ ସୁସ୍ଥ ହୋଇ ପୋଲିସ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ ବୋଲି ଟ୍ୱିଇଟ ଯୋଗେ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ସୂଚନା ଯୋଗ୍ୟଯେ, ପୋଲିସ କର୍ମଚାରୀମାନେ ସେବା ଯୋଗାଇବା ସମୟରେ ବିଭିନ୍ନ କରୋନା ରୋଗୀଙ୍କ ସସ୍ପର୍ଶରେ ଆସି କରୋନା ମହାମାରୀର ଶୀକାର ହୋଇଥିଲେ । ଏବେ ସେମାନେ ସୁସ୍ଥ ହୋଇ ପୁନର୍ବାର କାର୍ଯ୍ୟରେ ଯୋଗ ଦେବାକୁ ଯାଉଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।