You are currently viewing ଓଡିଆ ପୁଅ ଯିବେ ମହାକାଶ

ଓଡିଆ ପୁଅ ଯିବେ ମହାକାଶ

ଓଡିଆ ଯୁଦ୍ଧ ବିମାନ ପାଇଲଟ ନିଖିଲ ରଥ ଭାରତର ପ୍ରଥମ ମାନବ ସ୍ପେସ୍ ମିଶନ୍ ‘ଗଗନୟାନ ୨୦୨୨’ ପାଇଁ ରୁଷିଆରେ ତାଲିମ ସମାପ୍ତ କରିଛନ୍ତି । ନିଖିଲ ହେଉଛନ୍ତି ୪ ଜଣ ମଧ୍ୟରୁ ଜଣେ ପାଇଲଟ ଯିଏକି ମହାକାଶକୁ ଯିବା ପାଇଁ ମନୋନୀତ ହୋଇଛନ୍ତି । ତାଙ୍କର ଘର ହେଉଛି ଓଡିଶାର ବଲାଙ୍ଗୀର ଜିଲ୍ଳାରେ । ସେ ହେଉଛନ୍ତି ଓଡିଶା ପାଇଁ ଗର୍ବ ।

ଅନ୍ୟମାନଙ୍କୁ ଜଣାନ୍ତୁ।