You are currently viewing ୨୯ରେ ପ୍ରକାଶ ପାଇବା ମାଟ୍ରିକ ରେଜଲ୍ଟ

୨୯ରେ ପ୍ରକାଶ ପାଇବା ମାଟ୍ରିକ ରେଜଲ୍ଟ

ଆସନ୍ତା ୨୯ରେ ଅର୍ଥାତ ବୁଧବାର ଦିନ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବୋର୍ଡର ୨ଟି ୱେବ୍‌ସାଇଟ୍‌ ଏବଂ ଏସଏମଏସ ଜରିଆରେ ଛାତ୍ରଛାତ୍ରୀମାନେ ନିଜର ଫଳାଫଳ ଜାଣିପାରିବେ। ସୂଚନା ଅନୁସାରେ, ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏହା ସହ କରୋନା ଯୋଦ୍ଧା ଭାବେ ଶିକ୍ଷକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।