You are currently viewing ପୁଣି ଓଲଟିଲା ଆଉ ଏକ ଟ୍ରେନ

ପୁଣି ଓଲଟିଲା ଆଉ ଏକ ଟ୍ରେନ

  • Post category:ଓଡିଶା
  • Reading time:1 mins read

ବରଗଡ୦୫/୦୬,ବରଗଡରେ ମାଲବାହୀ ଟ୍ରେନ ହେଲା ଲାଇନଚ୍ୟୁତ ।  ଫଳରେ ଏହାର ୫ ଟି ବଗି ଓଲଟିପଡିଛି । ଚୁନପଥର ଖଣିରୁ ସିମେଣ୍ଟ କାରଖାନାକୁ ଟ୍ରେନ ଯାଉଥିବାବେଳେ ବରଗଡରେ ଲାଇନଚ୍ୟୁତ ହୋଇଯାଇଛି । ଏଥିରେ କେହି ଆହତ ହୋଇନଥିବା ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।