ପୁଣି ମାତିଲେଣି ହାତୀ ପଲ; ବ୍ୟାପକ ଧାନ ଫସଲ ନଷ୍ଟ

ଢ଼େଙ୍କାନାଳ, ଜିଲ୍ଲାର କାମାକ୍ଷାନଗର ଅଞ୍ଚଳରେ ମାତିଛନ୍ତି ହାତୀପଲ । ଏହି ପଲରେ ସମୁଦାୟ ୨୨ଟି ହାତୀ ଥିବା ସୂଚନା ମିଳିଛି । ଗତ ତିନି ଦିନ ହେବ ଅଞ୍ଚଳରେ ଉତପାତ କରିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଏହି ହାତୀପଲକୁ ଘଉଡ଼ାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ବନ ବିଭାଗ । ତେବେ ଏତେ ସଂଖ୍ୟକ ହାତୀ ଅଞ୍ଚଳରେ ବୁଲୁଥିବାରୁ ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକେ ।

Leave A Reply

Your email address will not be published.