ଭୁବନେଶ୍ୱର, ଆଜି ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗରୁ ଧାରଣାରେ ବସିଥିବା ଏଏନଏମଙ୍କୁ ଉଠାଇ ନେଇଛି ପୋଲିସ । ପ୍ରାୟ ୬୦ଦିନରୁ ଅଧିକ ସମୟ ହେବ ଏମାନେ ଧାରଣାରେ ବସିଥିଲେ । ପୋଲିସ ଉଠାଇ ନେବାବେଳେ ଉଭୟ କର୍ମଚାରୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ଲାଗିଥିଲା । କର୍ମଚାରୀମାନେ କହିଥିଲେ ଯେ, ଆମେ ସ୍ୱାଧୀନତା ଦିବସକୁ ଆଖିରେ ରଖି ଉଠି ଯାଉଛୁ, କିନ୍ତୁ ଆଗକୁ ପୁଣିଥରେ ଧାରଣାରେ ବସିବୁ । ସରକାର ଯେତେ ପର୍ଯ୍ୟନ୍ତ ଆମ ଦାବି ପୂରଣ କରିନାହାଁନ୍ତି, ସେତେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ । ସୂଚନାଥାଉକି, କରୋନା ମହାମାରୀ ସମୟରେ ଏହି କର୍ମଚାରୀମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାପରେ ସେମାନଙ୍କୁ ଛଟେଇ କରାଯାଇଛି । ତେଣୁ ସ୍ଥାୟୀ ନିଯୁକ୍ତି ଦାବିରେ ଏମାନେ ନଭେମ୍ବର ୨୮ ତାରିଖରୁ ଗାନ୍ଧୀମାର୍ଗରେ ଧାରଣାରେ ବସିଥିଲେ ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST