୧. ଆଜି ରାଜ୍ୟରୁ ୮୭୯ କରୋନା ପଜିଟିଭ ଚିହ୍ନଟ ।
୨. ଏଣିକି ସପ୍ତାହରେ ଦୁଇ ଦିନ ମିଳିବନି ଜଗା ଦର୍ଶନ । ଏନେଇ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବ ।
୩. ରୁକୁଣା ରଥଯାତ୍ରା ନେଇ ବିଏମସି ଅଫିସରେ ବୈଠକ । ପୋଲିସ ଓ ସେବାୟତ ରଥ ଟାଣିବା ନେଇ ବୈଠକରେ ନିଷ୍ପତ୍ତିା
୪. କୋଟିଆ ମାମଲାକୁ ନେଇ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର ।
୫. ଆସନ୍ତାକାଲି ହେବାକୁ ଯାଉଥିବା ବାରୁଣୀ ସ୍ନାନ ବନ୍ଦ, ଘଟଣାସ୍ଥଳରେ ୧୪୪ ଧାରା ଜାରି ।
୬. ଢେଙ୍କାନାଳ କଦଳୀପାଳ ଗାଁରେ ହାଣ୍ଡିଆ ପିଇବାକୁ ନେଇ ହତ୍ୟାକାଣ୍ଡ । ଗ୍ରାହକଙ୍କ ଆକ୍ରମଣରେ ହାଣ୍ଡିଆ ବିକୁଥିବା ମହିଳା ମୃତ ।
୭. ଭୁବନେଶ୍ବର ୟୁନିଟ-୧ ସ୍ଥିତ ଏସବିଆଇ ମୁଖ୍ୟ ଶାଖା ସିଲ୍ । ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଏସବିଆଇ ଶାଖା ।
୮. ଯାଜପୁର ସଦର ଥାନା କପିଳେଶ୍ୱର ବଣିଆପଡାସ୍ଥିତ ପୋଖରୀରୁ ମିଳିଲା କଙ୍କାଳ । ପୋଲିସର ତଦନ୍ତ ଜାରି ।
୯. ଭୁବନେଶ୍ୱର ସିଆରପି ଓଭର ବ୍ରିଜ୍ ଉପରେ ଦୁର୍ଘଟଣା । ଗୋଟିଏ ଲୁହା ବୋଝେଇ ଟ୍ରକକୁ ଧକ୍କା ଦେଲା ଆଉ ଏକ ଟ୍ରକ,୨ ଆହତଏବଂ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।
୧୦. ବ୍ରହ୍ମପୁର ସଦର ଥାନା ଶ୍ରୀରଙ୍ଗରାଜପୁର ଗାଁରେ ବୋମାମାଡ଼, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ, ପୋଲିସର ତଦନ୍ତ ଜାରି ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ