୧. ଆଜି ରାଜ୍ୟରେ ୧୧୩ କରୋନା ପଜିଟିଭ ଚିହ୍ନଟ ।
୨. ଆଜି ହେଉଛି ପୌଷ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପୁଷ୍ୟା ଦେବାଭିଷେକ ନୀତି ଅନୁଷ୍ଠିତ ।
୩. କୋଭିଡ୍ ଟେଷ୍ଟ ପାଇଁ ଶ୍ରୀମନ୍ଦିର ଆସୁ ନାହାନ୍ତି ସେବାୟତ । ଗତକାଲିଠୁ ଆରମ୍ଭ ହୋଇଛି ସେବାୟତଙ୍କ କୋଭିଡ୍ ଟେଷ୍ଟ । ଗତକାଲି କୋଭିଡ୍ ଟେଷ୍ଟ କରିଥିଲେ ମାତ୍ର ୧୦ ଜଣ ସେବାୟତ ।
୪. ଆଜି ହେଉଛି ସ୍ବାଧୀନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ ଜୟନ୍ତୀ ।
୫. ଗଞ୍ଜାମ ରମ୍ଭା ଜାତୀୟ ରାଜପଥ ନିକଟରେ କାର ଚକା ଫାଟିବାରୁ ଭାରସାମ୍ୟ ହରାଇ ଓଲଟିଲା କାର୍ । ଜଣେ ମୃତ୍ୟୁ ,୨ ଆହତ ।
୬. ଜଗତସିଂହପୁର ସଦର ଥାନା ଢିଅସାହିରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ କରିଛନ୍ତି କିଛି ଦୁର୍ବୁତ୍ତ । ଟଙ୍କା ନ ପାଇବାରୁ କାଗଜପତ୍ରରେ ନିଆଁ ଲଗାଇ ଦୁର୍ବୁତ୍ତ ଫେରାର ।
୭. ଖୋର୍ଦ୍ଧା ଗୋଡ଼ିପଡ଼ା ଟୋଲ୍ ଗେଟ୍ ନିକଟ ପିକ୍ଅପ୍ ଭ୍ୟାନରୁ ଗଞ୍ଜେଇ ଜବତ କଲା ଜଙ୍କିଆ ପୋଲିସ, ବ୍ରହ୍ମପୁରରୁ ଭୁବନେଶ୍ବର ଚାଲାଣ ସମୟରେ ଜବତ ।
୮. ଟିଟିଲାଗଡ଼ରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ମୁନିଗୁଡ଼ା-ଅମ୍ବାଦୋଳା ମଧ୍ୟରେ ଡାଉନ୍ ଲାଇନରେ ଲାଇନଚ୍ୟୁତ ହୋଇଛି ଟ୍ରେନ ।
୯. ନୟାଗଡ଼ ଚିନିକଳ ସମ୍ମୁଖରେ ଧାରଣା ଦେଇଛନ୍ତି ଜିଲ୍ଲା କଂଗ୍ରେସ କମିଟି । ଚିନିକଳର ସମସ୍ତ ସମ୍ପତ୍ତି ତାଲିକା ସାର୍ବଜନୀନ କରିବା ଦାବିରେ ଧାରଣା ।
୧୦. ସୁନ୍ଦରଗଡ଼ ପୋଡ଼ସିଂ ଗାଁ ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ଶନିବାର ରାତିରୁ ନିଖୋଜ ଥିଲେ ଯୁବକ । ପୋଲିସର ତଦନ୍ତ ଜାରି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍