ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱରରେ ବନ୍ଧୁକ ଡିଲ୍ ଚାଲିଥିବା ବେଳେ ଏସଟିଏଫ୍ ପକ୍ଷରୁ ଚଢାଉ କରାଯାଇ ୩ଜଣଙ୍କୁ ଅଟକ ରଖଯାଇଛି। ୩ଜଣଙ୍କ ମଧ୍ୟରେ ୨ପୁରୁଷ ଓ ଜଣେ ମହିଳା ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କାର୍ରେ ବନ୍ଧୁକ ଡିଲ୍ ପାଇଁ ଆସିଥିବା ବେଳେ କଳ୍ପନା ଛକରୁ ଏସଟିଏଫ୍ ଓ ବଡଗଡ ପୋଲିସ ଗିରଫ କରିଛି । ୪୫ ହଜାର ଟଙ୍କାରେ ବନ୍ଧୁକ ଡିଲ୍ ଚାଲିଥିଲା। ଏଥିରେ ବ୍ୟବହୃତ ଏକ ସ୍କର୍ପିଓ ଗାଡ଼ି ୪ ରାଉଣ୍ଡ ଗୁଳି ଓ ଗୋଟିଏ ୯ ଏମଏମ ପିସ୍ତଲ, ଏଟିଏମ୍ କାର୍ଡ ଆଦି ଜବତ କରାଯାଇଥିବାର ସୂଚନା ମିଳିଛି।
ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶ