ଲାଞ୍ଚ ମାଗି ଏଏସଆଇ ନିଲମ୍ବିତ Post published:July 31, 2020 Post category:ଅପରାଧ / ଓଡିଶା Reading time:1 mins read ଅନୁଗୁଳ ସ୍ଥିତ ରେଙ୍ଗାଲି ଥାନା ଏଏସଆଇ କାର୍ତ୍ତିକ ବେହେରା ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରିଛନ୍ତି ଏସପି ଜଗମୋହନ ମିନା । ସୂଚନା ଯୋଗ୍ୟ ଯେ ଘରୋଇ କଳି ସମାଧାନ ପାଇଁ ସେ ଲାଞ୍ଚ ମାଗୁଥିଲେ । ଲାଞ୍ଚ ମାଗିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ରହିଛି । ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ଠିକାଦାର କବଳରେ ରଣପୁର ପୂର୍ତ୍ତ ବିଭାଗ July 3, 2021 ଚର୍ଚ୍ଚାରେ ପୁରୀର ଯୁବକ April 26, 2023 ଜାଣନ୍ତୁ ମକର ସଂକ୍ରାନ୍ତିରେ କାହିଁକି ଉଡାଯାଏ ଗୁଡି January 14, 2023 ଆଜିଠାରୁ ପୁଣି କଡାକଡି ହେବ ଯାନବାହାନ ଚେକିଂ October 18, 2022