ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ବ୍ରହ୍ମପୁର ପୁଅ

ବ୍ରହ୍ମପୁର, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁରର ଏକାଦଶ ଶ୍ରେଣୀର ଛାତ୍ର ବିଠଲ ଭରଦ୍ୱାଜ। ମାତ୍ର ୧ ମିନିଟ ମଧ୍ୟରେ ଭଗବତ ଗୀତାର ୧୫ତମ ଅଧ୍ୟାୟର ୧୩ଟି ଶ୍ଳୋକ ସେ ଗାନ କରି ଏଭଳି ପୁରସ୍କାର ହାତେଇ ପାରିଛନ୍ତି। 

Leave A Reply

Your email address will not be published.