You are currently viewing କ୍ୟାବିନେଟ ବୈଠରେ ବଡ଼ ନିଷ୍ପତ୍ତି : ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ଝିଅଙ୍କୁ ମିଳିବ ଚାକିରି

କ୍ୟାବିନେଟ ବୈଠରେ ବଡ଼ ନିଷ୍ପତ୍ତି : ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ଝିଅଙ୍କୁ ମିଳିବ ଚାକିରି

ଏଏନଏସ : କ୍ୟାବିନେଟ ବୈଠକରେ ସରକାରଙ୍କ ବଡ ନିଷ୍ପତି। ଏଣିକି ଝିଅଙ୍କୁ ମିଳିବ ସରକାରୀ ଚାକିରି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ଝିଅଙ୍କୁ ଚାକିରୀ ମିଳିବ। ବାପାମା’ଙ୍କ ଉପରେ ନିର୍ଭରଶୀଳ ଥିବା ଝିଅ/ ସାବତ ଝିଅଙ୍କୁ ଚାକିରୀ ମିଳିବ। ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଛି। ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ କରାଯାଇଛି। ବର୍ଷ ଟ୍ରେନିଂ ଓ ୪ ବର୍ଷ ଚାକିରି ପରେ ନିଯୁକ୍ତି ମିଳିବ।

ଅନ୍ୟମାନଙ୍କୁ ଜଣାନ୍ତୁ।