You are currently viewing ବିଜୁ ଜନତା ଦଳ ପକ୍ଷରୁ ରାକ୍ତାଦାନ ଶିବିର ଆୟୋଜିତ

ବିଜୁ ଜନତା ଦଳ ପକ୍ଷରୁ ରାକ୍ତାଦାନ ଶିବିର ଆୟୋଜିତ

  • Post category:ଓଡିଶା
  • Reading time:1 mins read

ଢେ଼ଙ୍କାନାଳ, (ସର୍ବେଶ୍ୱର ବ୍ରହ୍ମା); ଢେ଼ଙ୍କାନାଳ ଜିଲ୍ଲାରେ ରାକ୍ତାଦାନ ଶିବିର ଆୟୋଜିତ ହୋଇଯାଇଛି । କରୋନାର ଜଟିଳ ସମୟରେବି ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗର ମନୋଭାବ ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସୁଧୀର କୁମାର ସାମଲ, ନରତ୍ତୋମ ସାହୁ, ଦେବାଶିଷ ମିଶ୍ର, ସରୋଜା କୁମାର ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଏହି ମହାମାରୀ ସମୟରେ ସମସ୍ତେ ସଚେତନ ରହିଲେ ହିଁ ଜୀବନ ଯୁଦ୍ଧରେ ବିଜୟ ଲାଭ କରିବେ ବୋଲି କହିଛନ୍ତି ବିଧାୟକ ଶ୍ରୀ ସାମଲ । ସରକାରଙ୍କ ସମସ୍ତ କରୋନା କଟକଣାକୁ ଦୃଷ୍ଟିରେ ରଖି ସୁରୁଖୁରୁରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।