You are currently viewing ରାଜ୍ୟ ବିଜେପିର ବୈଠକ ଆରମ୍ଭ : ମୁଖ୍ୟମନ୍ତ୍ରୀ ନାଁ ରେ ବାଜିବ ମୋହର

ରାଜ୍ୟ ବିଜେପିର ବୈଠକ ଆରମ୍ଭ : ମୁଖ୍ୟମନ୍ତ୍ରୀ ନାଁ ରେ ବାଜିବ ମୋହର

ଏଏନଏସ : ବିଜେପି ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପିର ବୈଠକ ଆରମ୍ଭ ହୋଇଛି। ସମସ୍ତ ନିର୍ବାଚିତ ବିଧାୟକ ଓ ସମସ୍ତ ନିର୍ବାଚିତ ସାଂସଦ ମାନେ ଏହି ବୈଠକରେ ଯୋଗ ଦେଇଥିବା ବେଳେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଭୁପେନ୍ଦ୍ର ଯାଦବ ଯୋଗ ଦେଇଛନ୍ତି। ବିଜେପି କାର୍ଯ୍ୟାଳୟ ରୁ ମିଳିଥିବା ସୂଚନା ମୁତାବକ ଆଉ କିଛି ସମୟ ମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ବିଷୟରେ ଜଣା ପଡିବ । 

ଅନ୍ୟମାନଙ୍କୁ ଜଣାନ୍ତୁ।